ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 21, 2022, 7:00 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

etv bharat odisha News Today
News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • News Today
  • ଆଜି ଗୁଜୁରାଟରେ ରାଲି କରିବେ ମୋଦି
  • ଗୁଜୁରାଟ ଝୁଲା ପୋଲ ଟ୍ରାଜେଡି: ଆଜି ସୁପ୍ରିମକୋର୍ଟରେ ଶୁଣାଣି
  • ଆଜିଠୁ ପ୍ରାକ୍ ବଜେଟ ବୈଠକ ଆରମ୍ଭ
  • ରାଜ୍ୟରେ ଆଜିଠୁ ଡ୍ରଗ୍ସ ବିରୋଧି ଅଭିଯାନ
  • ଆଜି ଗାନ୍ଧିମାର୍ଗକୁ ଓହ୍ଲାଇବେ ଅଙ୍ଗନବାଡ଼ି କର୍ମୀ
  • ଆଜିଠୁ ଦକ୍ଷିଣ ଓଡ଼ିଶାରେ ଦୁଇ ଦିନ ବର୍ଷା
  • ଆଜି ଡଃ. ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ
  • ଆଜି ବିଶ୍ବ ଟେଲିଭିଜନ ଦିବସ
  • ଫିଫା ବିଶ୍ବକପ୍: ଆଜି ଇଂଲଣ୍ଡକୁ ଭେଟିବ ଇରାନ
  • ଆଜିଠୁ ହାଇପରଫର୍ମାନ୍ସ ଟେନିସ ପ୍ରଶିକ୍ଷଣ ଶିବିର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.