ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 16, 2022, 7:01 AM IST

Updated : Nov 16, 2022, 7:35 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ୍‌, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ୍‌ରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ପ୍ରଥମାଷ୍ଟମୀ ।
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଢୁଁଆ ନୀତି ।
  • ଆଜି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦଯାପନୀ ଉତ୍ସବ ।
  • ଆଜି ବିଟିଏସ ସମ୍ମିଳନୀର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
  • ଆଜି ଜି-20 ସମ୍ମିଳନୀର ଦ୍ବିତୀୟ ଦିନ ।
  • ଆଜିଠୁ ଭାରତ-ଆମେରିକା ପକ୍ଷରୁ ମିଳିତ ଯୁଦ୍ଧ ଅଭ୍ୟାସ ।
  • ଆଜି ନାମାଙ୍କନ ଭରିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ।
  • ମେଡିକାଲ ନାମଲେଖା ପାଇଁ ଆଜି ସରିବ 2ୟ ପର୍ଯ୍ୟାୟ ଚଏସ ଫିଲିଂ ।
  • ଆଜି ପାରାଦ୍ବୀପରେ ସି-ଭିଜିଲ ସମରାଭ୍ୟାସର ଦ୍ବିତୀୟ ଦିନ ।
  • ଆଜି ଜାତୀୟ ପ୍ରେସ ଦିବସ ।
Last Updated : Nov 16, 2022, 7:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.