ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 14, 2022, 6:59 AM IST

Updated : Nov 14, 2022, 7:10 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ୍‌, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ୍‌ରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
ଆଜିର ବଡ ଖବର

ଆଜିର ବଡ ଖବର
  • ଆଜିଠୁ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ
  • ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ
  • ଆଜି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ଆଜିଠୁ ଯୁକ୍ତ ୩ ତୃତୀୟ ପର୍ଯ୍ୟାୟ ନାମଲେଖା ଆବେଦନ
  • ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି
  • ଆଜିଠୁ ୧୪ ଦିନିଆ ଆନ୍ତର୍ଜାତିକ ବାଣିଜ୍ୟମେଳା ଆରମ୍ଭ
  • ଆଜି ନାମାଙ୍କନ ଭରିବେ ଅଖିଳେଶଙ୍କ ପତ୍ନୀ
  • ଆଜି ଶିଶୁ ଦିବସ
  • ବିଶ୍ବ ମଧୁମେହ ଦିବସ
Last Updated : Nov 14, 2022, 7:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.