ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 5, 2022, 7:10 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

etv bharat odisha news today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଆଜିର ବଡ ଖବର
  • ଆଜି ମହାପ୍ରଭୁଙ୍କ ବାଙ୍କଚୁ଼ଡ଼ା ବେଶ
  • ଆଜି ମହାନଦୀ ବିବାଦ ମାମଲାର 31ତମ ଶୁଣାଣି
  • ଆଜିଠୁ ଦିଲ୍ଲୀରେ ସ୍କୁଲ ବନ୍ଦ
  • ଆଜି ପ୍ରକାଶ ପାଇବ ୟୁଜିସି ନେଟ୍ ଫଳ
  • ଆଜି ଏସସିବି ଆସିବେ ଏଆଇଜିର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ
  • ମାଟ୍ରିକ ଏସଏ-1 ପରୀକ୍ଷା: ଆଜିଠାରୁ ମିଳିବ ଆଡମିଟ କାର୍ଡ
  • ଆଜିଠୁ ଅ ଓଡ଼ିଶା ଲିଟରାରୀ ଫେଷ୍ଟିଭାଲ
  • ଆଜି ବିଶ୍ବ ସୁନାମି ସଚେତନତା ଦିବସ
  • T20 ବିଶ୍ବକପ୍: ଆଜି ଇଂଲଣ୍ଡକୁ ଭେଟିବ ଶ୍ରୀଲଙ୍କା
  • ଆଜିଠୁ କର୍ପୋରେଟ ପ୍ରିମିୟର ଲିଗ୍
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.