ETV Bharat / bharat

ଥରିଲା ହରିଦ୍ବାର, ରିକ୍ଟର ସ୍କେଲରେ ତୀବ୍ରତା 3.9

author img

By

Published : Dec 1, 2020, 10:49 AM IST

ଉତ୍ତରାଖଣ୍ଡର ହରିଦ୍ବାର ଠାରେ ଭୂମିକମ୍ପ ଅନୁଭୁତ ହୋଇଛି । ଆଜି(ମଙ୍ଗଳବାର) ସକାଳ 9ଟା ବାଜି 41 ମିନିଟରେ ହରିଦ୍ବାର ଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା

ହରିଦ୍ବାର ଠାରେ ଭୂମିକମ୍ପ ଅନୁଭୁତ
ହରିଦ୍ବାର ଠାରେ ଭୂମିକମ୍ପ ଅନୁଭୁତ

ହରିଦ୍ବାର: ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା। ଉତ୍ତରାଖଣ୍ଡର ହରିଦ୍ବାର ଠାରେ ଭୂମିକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲର ଭୂମିକମ୍ପର ତୀବ୍ରତା 3.9 ମ୍ୟାଗ୍ନିଚୁଡ ହୋଇଥିବା ଭାରତୀୟ ସେସ୍ମୋଲୋଜି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି(ମଙ୍ଗଳବାର) ସକାଳ 9ଟା ବାଜି 41 ମିନିଟରେ ହରିଦ୍ବାର ଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, କୌଣସି ଜୀବନ ହାନୀ ହୋଇଥିବା ସୂଚନା ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.