ETV Bharat / bharat

ଆଲଫାବେଟର ସିଇଓ ହେଲେ ସୁନ୍ଦର ପିଚାଇ

author img

By

Published : Dec 4, 2019, 11:22 PM IST

ସଫଳତାର ଆଉ ଏକ ପାଦରେ ଗୁଗୁଲ ସିଇଓ । ମୂଳ କମ୍ପାନୀ ଆଲଫାବେଟର ଅତିରିକ୍ତ ଦାୟିତ୍ବ ଗ୍ରହଣ କଲେ ।

sundar pichai as ALPHABET ceo
ଆଲଫାବେଟର ସିଇଓ ହେଲେ ସୁନ୍ଦର ପିଚାଇ

ହାଇଦ୍ରାବାଦ: ସୁନ୍ଦର ପିଚାଇଙ୍କୁ ସଫଳତା । ଗତ 4 ବର୍ଷ ହେଲା ଗୁଗୁଲର ସିଇଓ ରହିଥିବା ସୁନ୍ଦର ପିଚାଇ ବର୍ତ୍ତମାନ ଏହାର ମୂଳ କମ୍ପାନୀ ଆଲଫାବେଟର ମଧ୍ୟ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି । ଆଲଫାବେଟର ପୂର୍ବ ପ୍ରତିଷ୍ଠାତା ଲ୍ୟାରି ପେଜ୍ ଓ ସର୍ଜେ ବିନଙ୍କୁ ରିପ୍ଲେସ କରିଛନ୍ତି ସୁନ୍ଦର ।

sundar pichai as ALPHABET ceo
ଆଲଫାବେଟର ସିଇଓ ହେଲେ ସୁନ୍ଦର ପିଚାଇ

21 ବର୍ଷ ପୂର୍ବେ ଆଲଫାବେଟ୍ କମ୍ପାନୀକୁ ପ୍ରତିଷ୍ଠା କରାଯାଇଥିଲା । ପିଚାଇଙ୍କ ନେତୃତ୍ବରେ ଗୁଗୁଲର ବିଜ୍ଞାପନ ରାଜସ୍ବ 85 ପ୍ରତିଶତ ବୃଦ୍ଧି ପାଇଛି । 2015ରେ ଗୁଗୁଲର ରାଜସ୍ବ 4,35କୋଟି ଥିବା ବେଳେ 2018ରେ 8.31 କୋଟିରେ ପହଞ୍ଚିଛି । ପିଚାଇଙ୍କ ନେତୃତ୍ବରେ ଗୁଗୁଲ ସମସ୍ତ ଟ୍ରେଣ୍ଡ କାଉଣ୍ଟ, ମୋବାଇଲ ସର୍ଚିଂ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଗୁଆ ରହିଛି ।

Intro:Body:

testing


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.