ETV Bharat / bharat

ମାଗଣାରେ ଛାତ୍ରଛାତ୍ରୀଙ୍କୁ ‘ଛପାକ’ ଦେଖାଇବ କଂଗ୍ରେସ ଛାତ୍ର ସଂଗଠନ

author img

By

Published : Jan 10, 2020, 10:26 AM IST

ମଧ୍ୟପ୍ରଦେଶ ସରକାର ଦୀପିକା ପାଦୁକୋନଙ୍କ 'ଛପାକ' ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି । ସେହିପରି କଂଗ୍ରେସ ଛାତ୍ର ସଂଗଠନ ଏନଏସୟୁଆଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ 'ଛପାକ' ଫିଲ୍ମ ଦେଖାଇବା ପାଇଁ ବନ୍ଦୋବସ୍ତ କରିଛି ।  ଅଧିକ ପଢନ୍ତୁ...

chhapaak-movie-first-show-free-for-students-by-nsui-in-bhopal-and-katni
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭୋପାଲ: ମଧ୍ୟପ୍ରଦେଶ ସରକାର ଦୀପିକା ପାଦୁକୋନଙ୍କ 'ଛପାକ' ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି । ସେହିପରି କଟନୀ ଜିଲ୍ଲାର କଂଗ୍ରେସ ଛାତ୍ର ସଂଗଠନ (ଏନଏସୟୁଆଇ) ଛାତ୍ରଛାତ୍ରୀଙ୍କୁ ‘ଛପାକ’ ଫିଲ୍ମ ମାଗଣାରେ ଦେଖାଇବା ପାଇଁ ବ୍ୟବସ୍ଥା କରିଛି । ପ୍ରଥମ ଦିନ ପ୍ରଥମ ଶୋ ମାଗଣାରେ ଫିଲ୍ମ ଦେଖିପାରିବେ ଛାତ୍ରଛାତ୍ରୀ ।

ଏନଏସୟୁଆଇ ପକ୍ଷରୁ 'ଛପାକ'ର ପ୍ରଥମ ଦିନ ପ୍ରଥମ ଶୋ ଫ୍ରି

ଦିଲ୍ଲୀର ଜେଏନୟୁ ବିଶ୍ବବିଦ୍ୟାଳୟରେ ଲାଗି ରହିଥିବା ଛାତ୍ରଛାତ୍ରୀମାନଙ୍କ ବିରୋଧ ପ୍ରଦର୍ଶନରେ ଦୀପିକା ପାଦୁକୋନ ସାମିଲ ହୋଇଥିଲେ । ଏହାପରେ ବିଜେପି ସମର୍ଥକ ମାନେ ଦୀପିକା ପାଦୁକୋନ ଅଭିନୀତ ଫିଲ୍ମ 'ଛପାକ'ର ବହିଷ୍କାର ପାଇଁ ଦାବି ଆରମ୍ଭ ହୋଇଥିଲା । ଏହା ବିରୋଧରେ ଏନଏସୟୁଆଇ କଟନୀ ଜିଲ୍ଲାରେ ନିଜସ୍ବ ଖର୍ଚ୍ଚରେ ଛପାକ ଫିଲ୍ମର ଫାଷ୍ଟ ଶୋ ଦେଖାଇବା ନେଇ ଘୋଷଣା କରିଥିଲେ ।

ରାଜ୍ୟ ଏନଏସୟୁଆଇର ମୁଖପାତ୍ର ବିବେକ ତ୍ରିପାଠୀ କହିଛନ୍ତି ଜେଏନୟୁରେ ଛାତ୍ର ସଂସଦର ନିର୍ବାଚିତ ପ୍ରତିନିଧି ନିଜ କର୍ତ୍ତବ୍ୟ ପାଳନ କରୁଥିଲେ ଏବଂ ବୃଦ୍ଧି କରାଯାଇଥିବା ଫି ବିରୋଧରେ ଛାତ୍ରଛାତ୍ରୀ ମାନେ ଲଢେଇ ଜାରି ରଖିଥିଲେ । ଏହି ସମୟରେ ସରକାରଙ୍କ ସମର୍ଥନରେ ଥିବା କିଛି ସଂଗଠନ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ପୋଲିସ ସମସ୍ତ ଘଟଣାବଳୀକୁ ଦର୍ଶକ ଭାବରେ ଦେଖୁଛି । ଏହାପରେ ପୋଲିସ ଆକ୍ରମଣର ଶିକାର ପୀଡିତାଙ୍କ ଉପରେ ହିଁ ମାମଲା ରୁଜୁ କରାଯାଇଛି ଯାହାକୁ ନେଇ ସାରା ଦେଶରେ ଛାତ୍ର ସଂଗଠନରେ କ୍ରୋଧ ଦେଖିବାକୁ ମିଳିଥିଲା । ଏହାପରେ ଜେଏନୟୁରେ ହଜାର ହଜାର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି ।

ଜେଏନୟୁରେ ଚାଲୁଥିବା ଆନ୍ଦୋଳନରେ ସାମିଲ ହୋଇ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକନ ଛାତ୍ରଛାତ୍ରୀ ମାନଙ୍କୁ ସମର୍ଥନ କରିଥିଲେ । ଏହାପରେ ସଂଘ ଓ ବିଜେପି ର ସମର୍ଥକ ମାନେ ଦୀପିକାଙ୍କ ଆଗାମୀ ଫିଲ୍ମକୁ ବିରୋଧ କରି ଦେଶଦ୍ରୋହୀ ଭାବରେ ପ୍ରଦିପାଦନ କରାଗଲା । ଏହା ବିରୋଧରେ ଏନଏସୟୁଆଇ ନିଜସ୍ବ ଖର୍ଚ୍ଚରେ ଛପାକ ଫିଲ୍ମର ପ୍ରଥମ ଦିନ ଫାଷ୍ଟ ଶୋ ଦେଖାଇବାର ଘୋଷଣା କରିଥିଲା ବୋଲି ମୁଖପାତ୍ର ବିବେକ ତ୍ରିପାଠୀ କହିଛନ୍ତି ।

Intro:भोपाल। एक तरफ मध्य प्रदेश सरकार ने दीपिका पादुकोण की छपाक फिल्म को टैक्स फ्री घोषित कर दिया है। तो दूसरी तरफ एनएसयूआई की कटनी जिला इकाई ने छपाक फिल्म का फर्स्ट डे फर्स्ट शो छात्रों को मुफ्त दिखाने का वादा किया है। दरअसल दीपिका पादुकोण जेएनयू में चल रहे छात्रों के विरोध प्रदर्शन में शामिल हुई थी और उसी के बाद भाजपा समर्थकों ने छपाक के बहिष्कार की मुहिम छेड़ दी थी। इसी मुहिम के विरोध में एनएसयूआई कटनी जिला इकाई ने अपने खर्चे पर छात्रों को छपाक फिल्म का पहला शो फ्री दिखाने का ऐलान किया है।


Body:इस मामले में मध्यप्रदेश एनएसयूआई के प्रवक्ता विवेक त्रिपाठी का कहना है कि जेएनयू की एक चुनी हुई छात्र प्रतिनिधि जो अपने कर्तव्य का पालन कर रही थी और डेढ़ सौ फ़ीसदी बढ़ाई गई फीस के खिलाफ छात्रों के हितों की लड़ाई लड़ रही थी उस लड़की पर सत्ता की गोद में बैठे कुछ तथाकथित छात्र संगठनों द्वारा प्राणघातक हमला किया गया और पुलिस पूरे घटनाक्रम की मूर्ख दर्शक बनी बैठी रही और हरकत में भी आई तो पीड़िता पर ही एफ आई आर दर्ज कर दी जिसको लेकर पूरे देश के छात्रों में हैं गुस्सा तो लग रहा है और जेएनयू में हजारों छात्रों का समूह अभी तक विरोध प्रदर्शन कर रहा है जिसमें एक जागरूक भारतीय नागरिक की तरह है फिल्म अभिनेत्री दीपिका पादुकोण छात्रा के समर्थन में खड़ी हुई इस साहसिक कदम से बौखला कर संघी और भाजपाइयों ने उनकी आगामी फिल्म छपा का विरोध शुरू कर दिया और दीपिका को देशद्रोही होने का सर्टिफिकेट थोप दिया गया इसके साथ ही आम जनता से सपा को फिल्म ना देखे जाने की अपील की जा रही है। ताकि फिल्म को खिलाफ करवाकर दीपिका के कैरियर को समाप्त किया जा सके।


Conclusion:विवेक त्रिपाठी ने कहा कि इस कुटिल संघी भाजपाई मुहिम के खिलाफ एनएसयूआई कटनी में छपाक फिल्म का पहला शो छात्रों के लिए निशुल्क दिखाएगी। यह पहल कटनी जिला अध्यक्ष अंशु मिश्रा द्वारा की जा रही है।मध्यप्रदेश एनएसयूआई ने कटनी एनएसयूआई की पहल का स्वागत किया है।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.