ETV Bharat / bharat

ଦିଲ୍ଲୀ ହଟସ୍ପଟବାସୀ ମାଗିଲେ ବିରିୟାନୀ ଓ ସମୋସା

author img

By

Published : Apr 20, 2020, 6:38 AM IST

ଦିଲ୍ଲୀ ହଟସ୍ପଟବାସୀ ମାଗିଲେ ବିରିୟାନୀ ଓ ସମୋସା । ଏଭଳି ସ୍ଥିତିରେ ବି ସୁଧୁରୁ ନାହାାଁନ୍ତି ଲୋକେ । ଅଧିକ ପଢନ୍ତୁ...

Biryani,Samosa: Residents Ask Officials To Deliver At Delhi Hotspots
ଦିଲ୍ଲୀ ହଟସ୍ପଟବାସୀ ମାଗିଲେ ବିରିୟାନୀ ଓ ସମୋସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଣ୍ଟେଣ୍ଚମେଣ୍ଚ ଜୋନରେ ଜନତାଙ୍କ ଅନୁରୋଧ ପ୍ରଶାସନ ରଖିପାରୁନାହାଁନ୍ତି । ତେବେ ଦିଲ୍ଲୀ ଯେଉଁ ସବୁ ସ୍ଥାନରେ କରୋନା ସନ୍ଦିଗ୍ଧ ଚିହ୍ନଟ ହେଉଛନ୍ତି , ସେହି ସ୍ଥାନକୁ କଣ୍ଟେଣ୍ଚମେଣ୍ଚ ଜୋନରେ ସାମିଲ କରାଯିବା ପରେ , ସେମାନଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ପହଞ୍ଚାଯାଉଛି ।

ଅନ୍ୟପଟେ ଲୋକେ ଏଭଳି ପରିସ୍ଥିତିରେ ବିରିୟାନୀ ଏବଂ ସମୋସା ଖାଇବାକୁ ଦାବି ରଖୁଛନ୍ତି । ଯାହା ଫଳରେ ଏହି ସାମଗ୍ରୀ ଘରେ ପହଞ୍ଚାଇବାରେ ସଫଳ ହୋଇପାରୁନାହିଁ ପ୍ରଶାସନ। ଏପଟେ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି । କୋରୋନା ମହାମାରୀର ବିଶ୍ବ ଲଢୁଥିବା ବେଳେ ଦିଲ୍ଲୀବାସୀ ଏହାକୁ ବେପରୁଆ ଓ ଖାମଖିଆଲିରେ ନେଉଥିବା ଦେଖଥିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.