ETV Bharat / snippets

ସ୍ବାତୀ ମାଲିଓ୍ବାଲ ମାମଲା: ବିଭବ କୁମାରଙ୍କୁ ମୁମ୍ବାଇ ନେଲା ପୋଲିସ - Bibhav Kumar taken to Mumbai

ସ୍ବାତୀ ମାଲିଓ୍ବାଲ ମାମଲା: ବିଭବ କୁମାରଙ୍କୁ ମୁମ୍ବାଇ ନେଲା ପୋଲିସ
ସ୍ବାତୀ ମାଲିଓ୍ବାଲ ମାମଲା: ବିଭବ କୁମାରଙ୍କୁ ମୁମ୍ବାଇ ନେଲା ପୋଲିସ (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 3:38 PM IST

ନୂଆଦିଲ୍ଲୀ: ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ତଥା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାରଙ୍କୁ ମୁମ୍ବାଇ ନେଲା ପୋଲିସ । ଆଜି ବିଭବଙ୍କୁ ଦିଲ୍ଲୀ ପୋଲିସର ‘ଏସଆଇଟି’ ବିମାନରେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ନେଇଛି । ବିଭବ ନିଜ ଫୋନର ଡାଟା ଡିଲିଟ କରିଥିବା ଅଭିଯୋଗ ରହିଛି । ତାଙ୍କ ଫୋନର ଡିଲିଟ ଡାଟା ପୁନରୁଦ୍ଧାର କରିବା ସହ ତାଙ୍କୁ ଅଧିକ ଜେରା କରିବା ପାଇଁ ମୁମ୍ବାଇ ନିଆଯାଇଛି । ଏହି ମାମଲାରେ ସ୍ବାତୀଙ୍କ ଅଭିଯୋଗ ପରେ ବିଭବଙ୍କୁ ଗିରଫ କରାଯାଇଛି । ଆମ ଆଦମୀ ପାର୍ଟି ନିଜ ଦଳୀୟ ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ବିଜେପିର ଏକ ଷଡଯନ୍ତ୍ର ବୋଲି କହିଛି । ବିଜେପି ଇସାରାରେ ସ୍ବାତୀ ମୋହରା ସାଜିଛନ୍ତି । ନିର୍ବାଚନ ସମୟରେ କେଜ୍ରିଓ୍ବାଲଙ୍କ ବିରୋଧରେ ଏପରି ଷଡଯନ୍ତ୍ରମୂଳକ ଭାବେ କରାଯାଉଥିବା ଦଳ ପାଲଟା ଅଭିଯୋଗ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.