ETV Bharat / state

ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ନବୀନ, ସମ୍ବଲପୁରରୁ ପ୍ରଣବ ପ୍ରକାଶ - General elections 2024

author img

By ETV Bharat Odisha Team

Published : Mar 27, 2024, 2:31 PM IST

Updated : Mar 27, 2024, 5:46 PM IST

BJD Announce Candidate List: ପ୍ରକାଶ ପାଇଛି ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ପାରମ୍ପରିକ ହିଞ୍ଜିଳିକାଟୁ ବିଧାନସଭା ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏଥର ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ମଧ୍ଯରେ ହେବ କଡ଼ା ଟକ୍କର । ଅଧିକ ପଢନ୍ତୁ,

BJD Announce Candidate List
BJD Announce Candidate List

BJD ANNOUNCE CANDIDATE LIST

ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଲା । ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବିଧାନସଭା ଏବଂ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ହିଞ୍ଜିଳିକାଟୁ ବିଧାନସଭା ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ । ପ୍ରଥମ ପର୍ଯ୍ୟାୟରେ ବିଜେଡି 9ଟି ଲୋକସଭା ଏବଂ 72ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି ।

ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା
ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା

ବିଜେଡି ଲୋକସଭା ପ୍ରାର୍ଥୀ ତାଲିକା:

  • ସମ୍ବଲପୁରରୁ: ପ୍ରଣବ ପ୍ରକାଶ ଦାସ
  • ସୁନ୍ଦରଗଡ: ଦିଲ୍ଲୀପ ତୀର୍କି
  • ମୟୂରଭଞ୍ଜ: ସୁଦାମ ମାରାଣ୍ଡି
  • କେନ୍ଦ୍ରାପଡା: ଅଂଶୁମାନ ମହାନ୍ତି
  • ନବରଙ୍ଗପୁର: ପ୍ରଦୀପ ମାଝୀ
  • ଭୁବନେଶ୍ୱର: ମନ୍ମଥ ରାଉତରାୟ
  • କୋରାପୁଟ: କୌଶଲ୍ୟା ହିକକ୍କା
  • ଆସ୍କା: ରଞ୍ଜିତା ସାହୁ
  • କଳାହାଣ୍ଡି: ଲମ୍ବୋଦର ନିଆଲ

ଏହା ମଧ୍ୟ ପଢନ୍ତୁ: 5ମ ପ୍ରାର୍ଥୀ ତାଲିକାରେ ଓଡିଶାରେ 18 ପ୍ରାର୍ଥୀ ଦେଲା ବିଜେପି: ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡାରୁ ବୈଜୟନ୍ତ - BJP releases 5th list

ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା
ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା:

ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା
ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା
ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା
ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା
  • ହିଞ୍ଜିଳିକାଟୁ: ନବୀନ ପଟ୍ଟନାୟକ
  • ସୋନପୁର: ନିରଞ୍ଜନ ପୂଜାରୀ
  • ପାଟଣାଗଡ଼: ସରୋଜ ମେହର
  • ବଲାଙ୍ଗୀର: କଳିକେଶ ସିଂଦେଓ
  • ବାଙ୍କୀ: ଦେବୀ ରଞ୍ଜନ ତ୍ରିପାଠୀ
  • ପାଟକୁରା: ଅରବିନ୍ଦ ମହାପାତ୍ର
  • ଭଦ୍ରକ: ପ୍ରଫୁଲ୍ଲ ସାମଲ
  • ବିଷମ କଟକ: ଜଗନ୍ନାଥ ସାରକା
  • ଗୁଣପୁର:ରଘୁନାଥ ଗମାଙ୍ଗ
  • ରାୟଗଡ଼ା: ଅନସୂୟା ମାଝୀ
  • ବରଗଡ଼: ଦେବେଶ ଆଚାର୍ଯ୍ୟ
  • ବିଜେପୁର: ରିତା ସାହୁ
  • ଅତାବିରା: ସ୍ନେହାଙ୍ଗିନୀ ଛୁରିଆ
  • ଭଟଲି: ସୁଶାନ୍ତ ସିଂହ
  • ଜଳେଶ୍ବର: ଅଶ୍ବିନୀ ପାତ୍ର
  • ବସ୍ତା: ସୁବାସିନୀ ଜେନା
  • ଭଣ୍ଡାରୀପୋଖରୀ: ସଂଜୀବ ମଲ୍ଲିକ
  • ବାସୁଦେବପୁର: ବିଷ୍ଣୁବ୍ରତ ରାଉତରାୟ
  • ଧାମନଗର: ସଂଜୟ ଦାସ
  • ଚାନ୍ଦବାଲି: ବ୍ୟୋମକେଶ ରାୟ
  • ବିଝାଂରପୁର: ପ୍ରମିଳା ମଲ୍ଲିକ
  • ଧର୍ମଶାଳା: ପ୍ରଣବ ବଳବନ୍ତରାୟ
  • ଯାଜପୁର: ସୁଜାତା ସାହୁ
  • ସୁକିନ୍ଦା: ପ୍ରୀତିରଞ୍ଜନ ଘଡ଼ାଇ
  • ଢେଙ୍କାନାଳ: ସୁଧୀର କୁମାର ସାମଲ
  • କାମାକ୍ଷାନଗର: ପ୍ରଫୁଲ ମଲିକ
  • ପାରଜଙ୍ଗ: ନୃସିଂହ ସାହୁ
  • ପାଲଲହଡା: ମୁକେଶ ପାଲ
  • ଛେଣ୍ଡିପଦା: ସୁଶାନ୍ତ କୁମାର ବେହେରା
  • ସୋନପୁର: ନିରଞ୍ଜନ ପୂଜାରୀ
  • ଲୋଇସିଂହା: ନିହାର ବେହେରା
  • ପାଟଣାଗଡ: ସୋରଜ ମେହେର
  • ବଲାଙ୍ଗିର: କଳିକେଶ ସିଂହଦେଓ
  • ଟିଟିଲାଗଡ଼: ଟୁକୁନି ସାହୁ
  • ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ
  • ଉମରକୋଟ: ନବୀନ ନାଏକ
  • ଝରିଗାଁ: ରମେଶ ମାଝୀ
  • ନବରଙ୍ଗପୁର: କୌଶଲ୍ୟା ପ୍ରଧାନୀ
  • ଡାବୁଗାଁ: ମନହୋର ରନ୍ଧାରୀ
  • ଲାଞ୍ଜିଗଡ଼: ପ୍ରଦୀପ ଦିଶାରୀ
  • ଜୁନାଗଡ଼: ଦିବ୍ୟଶଙ୍କର ମିଶ୍ର
  • ଧର୍ମଗଡ଼: ପୁଷ୍ପେନ୍ଦ୍ର ସିଂହଦେଓ
  • ଭବାନୀପାଟଣା: ଲତିକା ନାଏକ
  • ଜି. ଉଦୟଗିରି: ସାଲୁଗା ପ୍ରଧାନ
  • କଣ୍ଟାମାଳ: ମହିଧର ରଣା
  • ବୌଦ୍ଧ: ପ୍ରଦୀପ ଅମାତ
  • ବଡମ୍ବା: ଦେବୀ ମିଶ୍ର
  • ଆଠଗଡ: ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • କଟକ ଚୌଦ୍ବାର: ସୌଭିକ ବିଶ୍ବାଳ
  • ନିଆଳି: ପ୍ରମୋଦ ମଲ୍ଲିକ
  • କଟକ ସଦର: ଚନ୍ଦ୍ର ସାରଥି ବେହେରା
  • ଆଳି: ପ୍ରତାପ ଦେବ
  • ରାଜନଗର: ଧ୍ରୁବ ସାହୁ
  • ମହାକାଳପଡା: ଅତନୁ ସବ୍ୟସଚୀ ନାୟକ
  • ପୁରୀ: ସୁନିଲ ମହାନ୍ତି
  • ବ୍ରହ୍ମଗିରି: ଉମା ସାମନ୍ତରାୟ
  • ସତ୍ୟବାଦୀ: ସଞ୍ଜୟ ଦାସ ବର୍ମା
  • ପିପିଲି: ରୁଦ୍ର ମହାରଥି
  • ଜଟଣୀ: ବିଭୂତି ବଳବନ୍ତ ରାୟ
  • ରଣପୁର: ସତ୍ୟ ପ୍ରଧାନ
  • ଦଶପଲ୍ଲା: ରମେଶ ବେହେରା
  • ନୟାଗଡ: ଅରୁଣ କୁମାର ସାହୁ
  • ଭଞ୍ଜନଗର: ବିକ୍ରମ ଆରୁଖ
  • ପୋଲସରା: ଶ୍ରୀକାନ୍ତ ସାହୁ
  • କବିସୂର୍ଯ୍ୟନଗର: ଲତିକା ପ୍ରଧାନ
  • ଛତ୍ରପୁର: ସୁବାଷ ବେହେରା
  • ସୋରଡା: ସଂଘମିତ୍ରା ସ୍ବାଇଁ
  • ଗୋପାଳପୁର: ବିକ୍ରମ ପଣ୍ଡା
  • ଦିଗପହଣ୍ଡି: ବିପ୍ଳବ ପାତ୍ର
  • ଚିକିଟି: ଚିନ୍ମୟ ନନ୍ଦ ଶ୍ରୀରୂପ ଦେବ
  • କୋଟପାଡ: ଚନ୍ଦ୍ରଶେଖର ମାଝୀ
  • କୋରାପୁଟ: ରଘୁରାମ ପୋଦାଲ
  • ମାଲକାନଗିରି: ମାନସ ମାଡ଼କାମୀ
  • ଘସିପୁରା: ବଦ୍ରି ପାତ୍ର
  • ପାଟଣା: ଜଗନ୍ନାଥ ନାଏକ

ବ୍ୟୁରୋ ରିପୋର୍ଟ, ଇଟିଭି ଭୁବନେଶ୍ବର

Last Updated :Mar 27, 2024, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.