ଓଡିଶା

odisha

ନବରାତ୍ରୀର ସପ୍ତମ ଦିନ, କାଳରାତ୍ରୀ ରୂପରେ ପୂଜା ପାଉଛନ୍ତି ମା'

By

Published : Oct 2, 2022, 4:29 PM IST

ଭବାନୀପାଟଣା: ଆଜି ମହାମାୟାଙ୍କ ମହାସପ୍ତମୀ । ସପ୍ତମ ଦିନରେ କାଳରାତ୍ରୀ ରୂପରେ ପୂଜା ପାଉଛନ୍ତି ମା' । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ସମେତ ଶକ୍ତିପୀଠ ଗୁଡିକରେ ଆଜି ମା'ଙ୍କୁ କାଳରାତ୍ରୀ ରୂପରେ ପୂଜା କରାଯାଉଛି । ଆଜିର ଦିନରେ ମା' ଦୁର୍ଗାଙ୍କୁ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ତେଣୁ ମଣ୍ଡପ ତଥା ଶକ୍ତିପୀଠ ଗୁଡିକରେ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details