ଓଡିଶା

odisha

ମହାମାୟୀଙ୍କ ଆରାଧନାରେ ଉତ୍ସବ ମୁଖର ରେଶମ ସହର

By

Published : Oct 4, 2022, 12:38 PM IST

ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ରେଶମ ସହର ବ୍ରହ୍ମପୁର । ସହରର ବିଭିନ୍ନ ମଣ୍ଡପରେ ଯାକ ଜମକରେ ମହିଷାମର୍ଦ୍ଦିନୀଙ୍କ ପୂଜାର୍ଚ୍ଚନା ଚାଲିଛି । ଆକର୍ଷଣୀୟ ତୋରଣ ଓ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ପୁରା ରେଶମ ସହର । ସନ୍ଧ୍ୟା ସମୟରେ ମଣ୍ଡପରେ ମା'ଙ୍କ ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ବ୍ରହ୍ମପୁର ସହରର ସୁବାରାଓ ଛକ ପୂଜା ମଣ୍ଡପରେ କେମିତି ଚାଲିଛି ଆରାଧନା, ଦେଖନ୍ତୁ

ABOUT THE AUTHOR

...view details