ଓଡିଶା

odisha

ବାଲୁକାକଳାରେ କୋରୋନା ସଚେତନତା ବାର୍ତ୍ତା ଦେଲେ ସତ୍ୟ

By

Published : Jul 20, 2022, 11:38 AM IST

ବ୍ରହ୍ମପୁର: କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି କୋରୋନା ମହାମାରୀ । ଏଥିପାଇଁ ସାରା ଦେଶବାସୀ ସତର୍କ ହେବା ଦରକାର । ଏନେଇ ବାଲୁକାକଳା ମାଧ୍ୟମରେ କୋଭିଡ ନିୟମକୁ ପାଳନ କରିବାକୁ ଆହ୍ବାନ କଲେ ବ୍ରହ୍ମପୁରର ଯୁବ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା । ସତ୍ୟ ନିଜର କଳାକୃତି ମାଧ୍ୟମରେ କୋଭିଡ ନିୟମକୁ ପାଳନ କରିବା ସହ ନିଜକୁ ଓ ପରିବାରରକୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ସଚେତନାର ବାର୍ତ୍ତା ଦେଇଛନ୍ତି ।

ABOUT THE AUTHOR

...view details