ଓଡିଶା

odisha

ବହୁ ଚର୍ଚ୍ଚିତ 1999 ଗଣଦୁଷ୍କର୍ମ ମାମଲା; ଅଭିଯୁକ୍ତ ବିବନର ଆଜି ଟିଆଇ ପରେଡ

By

Published : Mar 3, 2021, 12:24 PM IST

ଭୁବନେଶ୍ବର : ବହୁ ଚର୍ଚ୍ଚିତ 1999 ଗଣଦୁଷ୍କର୍ମ ମାମଲା । ଆଜି ଝାରପଡା ଜେଲରେ ହେବ ଅଭିଯୁକ୍ତ ବିବନ ବିଶ୍ବାଳର ଟେଷ୍ଟ ଆଇଡିଣ୍ଟେଫିକେସନ ବା ଟିଆଇ ପରେଡ । ଅଭିଯୁକ୍ତକୁ ଚିହ୍ନଟ କରିବେ ପୀଡିତା । ମାଜିଷ୍ଟ୍ରେଟ, ଜେଲ ଅଥରିଟିଙ୍କ ଉପସ୍ଥିତିରେ ଦୁଷ୍କର୍ମକାରୀକୁ ଚିହ୍ନଟ କରାଯିବ ।

ABOUT THE AUTHOR

...view details