ଓଡିଶା

odisha

ବାତ୍ୟା ୟାସ ପାଇଁ ଓଡ୍ରାଫ ପ୍ରସ୍ତୁତ

By

Published : May 24, 2021, 11:42 AM IST

ବାଲେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ୟାସ । ଆଗାମୀ 26ରେ ସ୍ଥଳଭାଗ ଛୁଇଁ ପାରେ ବାତ୍ୟା ୟାସ । ଏନେଇ ବାଲେଶ୍ଵର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରତି ପ୍ରଶାସନ ଅଧିକ ସଜାଗ ହୋଇଛି। ବାଲେଶ୍ଵର ପୋଲିସ ବ୍ୟାରେକରେ ବୌଦ୍ଧ, ଝାରସୁଗୁଡା, ଦେବଗଡ଼ରୁ ଓଡ୍ରାଫ ଟିମ ଆସି ପହଞ୍ଚି ସାରିଲେଣି। ବାତ୍ୟା ବେଳେ କେମିତି ତ୍ୱରିତ ପଦକ୍ଷେପ ନିଆଯିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି।

ABOUT THE AUTHOR

...view details