ଓଡିଶା

odisha

ଓମିକ୍ରନ ନେଇ ସତର୍କ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

By

Published : Jan 22, 2022, 4:51 PM IST

Updated : Jan 22, 2022, 4:58 PM IST

ଭୁବନେଶ୍ବର: କୋରୋନା ମହାମାରୀକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ । ଓମିସିୟୋର କିଟ୍ ବାବଦରେ ସୂଚନା ଦେବା ସହ ଓମିକ୍ରନ ସଂକ୍ରମିତ ହେଲେ କି କି ପଦକ୍ଷେପ ନେବେ ସେନେଇ ସତର୍କ କରାଇଛନ୍ତି । ଏଥିସହ ଓମିକ୍ରନ ଭୟାବହତା, ରାଜ୍ୟରେ ବର୍ତ୍ତମାନ ମହାମାରୀ ସ୍ଥିତି ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ
Last Updated : Jan 22, 2022, 4:58 PM IST

ABOUT THE AUTHOR

...view details