ଓଡିଶା

odisha

Panchayat Poll: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ଜନତା ଦୁଆରେ ପ୍ରାର୍ଥୀ

By

Published : Feb 3, 2022, 8:51 PM IST

ଖୋର୍ଦ୍ଧା: ଗଣତନ୍ତ୍ର ମହାପର୍ବ ପାଇଁ ଗାଁ ଗାଁରେ ସରଗରମ ରାଜନୀତି । ଖୋର୍ଦ୍ଧା ଜିଲ୍ଲାର 25ନଂ ଜୋନରେ BJD ତରଫରୁ ପ୍ରାର୍ଥୀ ହୋଇଥିବା ସୁନନ୍ଦିତା ସାହୁ ଲୋକଙ୍କ ସେବା ପାଇଁ ରାଜନୈତିକ ମଇଦାନକୁ ଓହ୍ଲାଇଥିବା କହିଛନ୍ତି । ସେ ନିର୍ବାଚିତ ହେଲେ ଜୋନର ବିଭିନ୍ନ ପଞ୍ଚାୟତରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଓଡିଶାବାସୀଙ୍କ ପାଇଁ କରିଥିବା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ସମ୍ପର୍କରେ ଲୋକଙ୍କୁ କହି ଭୋଟ ଭିକ୍ଷା କରୁଥିବା କହିଛନ୍ତି ।

ABOUT THE AUTHOR

...view details