ଓଡିଶା

odisha

ଦେଶୀ ବଏଜଙ୍କ ସହ ବ୍ଲାକ ବିକିନିରେ ନିକ୍କି, ଦେଖାଇଲେ ଜଲୱା

By

Published : May 21, 2021, 10:20 AM IST

ମୁମ୍ବାଇ: ନିକଟରେ ‘ବିଗବସ 14’ ଫେମ ନିକ୍କି ତମ୍ବୋଲିଙ୍କ ବୋଲ୍ଡ ଅନ୍ଦାଜ ଦେଖି ଦିୱାନା ହୋଇଯାଇଥିଲେ ଫ୍ୟାନ୍ସ । ସେ ବ୍ଲାକ ବିକିନିରେ ଦେଖାଇଥିଲେ ନିଜ ଜଲୱା । ଆଉ ତାଙ୍କ ଫଟୋରେ ନଜର ଆସିଥିଲେ ଅଭିନେତା ବରୁଣ ସୁଦ ଓ ବିଶାଲ ଆଦିତ୍ୟ ସିଂ । ସେହିପରି ଫଟୋର କ୍ୟାପସନରେ ସେ ଲେଖିଥିଲେ, ‘ମୋ ନିଜର ଦେଶୀ ବୟଜ।’ ବର୍ତ୍ତମାନ ଏହି ଷ୍ଟାର୍ସ ବଡ ରିୟାଲିଟି ଶୋ ‘ଖତୋରୋଁ କେ ଖିଲାଡି 11’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ABOUT THE AUTHOR

...view details