ଓଡିଶା

odisha

ଜୟଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ

By

Published : Oct 2, 2022, 10:28 PM IST

Updated : Feb 3, 2023, 8:28 PM IST

ସୋନପୁର ଗଡଜାତର ଇଷ୍ଟ ଦେବୀ ହେଉଛନ୍ତି ମା ସୁରେଶ୍ବରୀ । ଆଜି ଆଶ୍ବୀନ ଶୁକ୍ଲ ଅଷ୍ଟମୀ ତିଥିରେ ଜୟଦୁର୍ଗା ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ମା'ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ହୋଇଥିଲା । ସୋମବାର ନବମୀ ତିଥିରେ ଦେବୀ ମା ମହିଷାମର୍ଦ୍ଦିନୀ ଓ ଦଶମୀ ତିଥିରେ ରାଜ ରାଜେଶ୍ବରୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ।
Last Updated : Feb 3, 2023, 8:28 PM IST

ABOUT THE AUTHOR

...view details