ଓଡିଶା

odisha

ସିଏଏକୁ ବିରୋଧ, ସୁବର୍ଣ୍ଣପୁରରେ ବନ୍ଦ ପାଳନ

By

Published : Jan 29, 2020, 10:48 AM IST

ଜିଲ୍ଲାରେ ଭୀମ ଆର୍ମୀ, ଏସସି ଏସଟି ଓ ଓବିସି ସେଲ ତଥା ବିଏସପି ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏନଆରସି, ଏନପିଆର ଓ ସିଏଏକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଇଛି।

subarnapur bandh
ସିଏଏକୁ ବିରୋଧ, ସୁବର୍ଣ୍ଣପୁରରେ ବନ୍ଦ ପାଳନ

ସୁବର୍ଣ୍ଣପୁର: ଜିଲ୍ଲାରେ ଭୀମ ଆର୍ମୀ, ଏସସି ଏସଟି ଓ ଓବିସି ସେଲ ତଥା ବିଏସପି ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏନଆରସି,ଏନପିଆର ଓ ସିଏଏକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଇଛି। ବନ୍ଦ ଯୋଗୁଁ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ସହିତ ଯାନବାହନ ଚଳାଚଳ ବନ୍ଦ ରହିଛି।

ସିଏଏକୁ ବିରୋଧ, ସୁବର୍ଣ୍ଣପୁରରେ ବନ୍ଦ ପାଳନ

ଆନ୍ଦୋଳନକାରୀ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିବା ସହିତ ସିଏଏ ଆଇନକୁ ଫେରାଇବା ପାଇଁ ସ୍ଲୋଗାନ ଦେଇଛନ୍ତି। ସେପଟେ ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ମୁତୟନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details