ଓଡିଶା

odisha

ସାଳିଆ ଡ୍ୟାମରେ ଭାସୁଛି ଅଜଣା ଯୁବକର ମୃତଦେହ

By

Published : Oct 2, 2019, 12:53 PM IST

ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନ ସାଳିଆ ଡ୍ୟାମରେ ଜଣେ ଅଜଣା ଯୁବକର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଜିଲ୍ଲାର ବାଣପୁର ଥାନା ଅଧିନ ସାଳିଆ ଡ୍ୟାମରେ ଜଣେ ଅଜଣା ଯୁବକର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ବାଣପୁର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ପୋଲିସ ମାମଲାର ତଦନ୍ତ ଜାରି ରଖିଥିବାବେଳେ କେହି ଦୁର୍ବୃତ୍ତ ହତ୍ୟା କରି ମୃତଦେହ ଡ୍ୟାମରେ ଫୋପାଡି ଦେଇଥିବା ପୋଲିସ ଅନୁମାନ କରୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details