ଓଡିଶା

odisha

ବଜ୍ରପାତରେ ଚାଷୀ ମୃତ

By

Published : Aug 23, 2020, 8:20 PM IST

ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ସାରୁଅ ଗାଁରେ ବଜ୍ରପାତରେ ଚାଷୀ ମୃତ । ମୃତକ ପରିବାରକୁ କ୍ଷତିପୂରଣ ପାଇଁ କଂଗ୍ରେସ ନେତା ଦାବି କରିଛନ୍ତି। ଅଧିକ ପଢନ୍ତୁ...

ବଜ୍ରପାତରେ ଚାଷୀ ମୃତ
ବଜ୍ରପାତରେ ଚାଷୀ ମୃତ

ଖୋର୍ଦ୍ଧା: ବଜ୍ରପାତରେ ଚାଷୀ ମୃତ । ଖୋର୍ଦ୍ଧା ଜିଲ୍ଲାରେ ଚାଷ କାର୍ଯ୍ୟ କରୁଥିବା ସମୟରେ ବଜ୍ରପାତ ଘଟି ଚାଷୀ ମୃତ ।

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ସାରୁଅ ଗାଁର ଗଙ୍ଗାଧର ପରିଡା ବଜ୍ରପାତରେ ମୃତ୍ୟୁ ଘଟିଛି । ଗଙ୍ଗାଧର ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟିଥିଲା । ଗୁରୁତର ଅବସ୍ଥାରେ ଗଙ୍ଗାଧରଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତକ ପରିବାରକୁ କ୍ଷତିପୂରଣ ପାଇଁ କଂଗ୍ରେସ ନେତା ପ୍ରଦୀପ ସାହୁ ଦାବି କରିଛନ୍ତି।

ବଜ୍ରପାତରେ ଚାଷୀ ମୃତ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details