ଓଡିଶା

odisha

ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କଲେ ଜ୍ୟୋତିଷ

By

Published : Jul 30, 2020, 4:06 AM IST

ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ଅର୍ଥାତ ଅଗଷ୍ଟ 23 ତାରିଖ 2020 ରେ ନୂଆଖାଇ ପାଳନ ହେବ । ଅଧିକ ପଢନ୍ତୁ...

ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କଲେ ଜ୍ୟୋତିଷ
ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କଲେ ଜ୍ୟୋତିଷ

ବଲାଙ୍ଗୀର: ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କଲେ ଜ୍ୟୋତିଷ । ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ଲଗ୍ନ ଧାର୍ଯ୍ୟ ହୋଇଛି ।

ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କଲେ ଜ୍ୟୋତିଷ

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ ପାଇଁ ଦିନ ଓ ଲଗ୍ନ ଧାର୍ଯ୍ୟ ହୋଇଛି । ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଏହା ସ୍ଥିର କରିଛି । ଯେଉଁଥିରେ ଆସନ୍ତା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ଅର୍ଥାତ ଅଗଷ୍ଟ 23 ତାରିଖ 2020 ରେ ନୂଆଖାଇ ପାଳନ କରାଯିବ । ସକାଳ 9 ଘଣ୍ଟା 32 ମିନିଟ ରୁ 10 ଘଣ୍ଟା 21 ମିନିଟ ମଧ୍ୟରେ ସବୁ ଇଷ୍ଟ ଦେବୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବ । ତେବେ ଚାଷୀ ତାର ଅମଳ କରିଥିବା ନୂଆ ଅନ୍ନଙ୍କୁ ଖାଇବା ପୂର୍ବରୁ ଏହି ଦିନ ପ୍ରଥମେ ନିଜ ଇଷ୍ଟ ଦେବଦେବୀଙ୍କୁ ଲାଗି କରିବ । ତାପରେ ନିଜେ ଏହା ଆହରଣ କରିବ । ଯାହାକୁ ନୂଆଖାଇ ପର୍ବ ଭାବରେ ଦୁଇ ଦିନ ଧରି ପାଳନ କରାଯିବ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details