ଓଡିଶା

odisha

ମାଡି ଆସୁଛି ଆଉ ଏକ ଲଘୁଚାପ, ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା

By

Published : Oct 30, 2020, 6:12 PM IST

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଶନିବାର ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆସୁଛି ଲଘୁଚାପ, ଓଡିଶାର କିଛି ସ୍ଥାନରେ ହୋଇପାରେ ବର୍ଷା
ଆସୁଛି ଲଘୁଚାପ, ଓଡିଶାର କିଛି ସ୍ଥାନରେ ହୋଇପାରେ ବର୍ଷା

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତାକାଲି(ଶନିବାର) ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବାଂଲାଦେଶ ଆଡ଼କୁ ଗତି କରିବା ସମ୍ଭାବନା ରହିଛି ବୋଲି ଆଇଏମଡି ଆକଳନ କରିଛି ।

ଆସୁଛି ଲଘୁଚାପ, ଓଡିଶାର କିଛି ସ୍ଥାନରେ ହୋଇପାରେ ବର୍ଷା
ଆସୁଛି ଲଘୁଚାପ, ଓଡିଶାର କିଛି ସ୍ଥାନରେ ହୋଇପାରେ ବର୍ଷା

ଏପରିକି ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ । ତେବେ ଓଡିଶା ପାଇଁ କୌଣସି ସତର୍କ ସୂଚନା ନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details