ଷଷ୍ଠୀରେ ପ୍ରବଳ ବର୍ଷା, ଉବୁଟୁବୁ କଟକ

By

Published : Oct 1, 2022, 10:56 PM IST

thumbnail

କଟକ: ଫିକା ପଡ଼ିପାରେ ଚଳିତ ବର୍ଷ ଦଶହରା । ଅସରାଏ ବର୍ଷାରେ ବେହାଲ୍ କଟକ ସହର । ଆଜି ଷଷ୍ଠୀରୁ ଏହାର ପ୍ରଭାବ କଟକରେ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ସହରର ଅନେକ ସ୍ଥାନରେ ଜଳମଗ୍ନ ସ୍ଥିତି ଉପୁଜିଛି । ବର୍ଷାକୁ ନେଇ ସହରବାସୀ ତଥା ସମସ୍ତ ପୂଜା କମିଟିଙ୍କ ମନରେ ଦୁଃଖ ଆଣି ଦେଇଛି । ତେବେ ସହରରେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.