ଯନ୍ତ୍ରଣା ଦେଉଛି ଜଳ କଷ୍ଟ, ମଣିଷ ପାଖରେ ନେହୁରା ହେଲା ଗୁଣ୍ଡୁଚି ମୂଷା

By

Published : Jul 17, 2020, 11:02 PM IST

thumbnail

ଦୃଶ୍ୟଟି ଯେତେକି ଦୟନୀୟ ସେତେକି ହୃଦୟ ବିଦାରକ ମଧ୍ୟ । ବଢିବାରେ ଲାଗିଛି ଜଳ ଯନ୍ତ୍ରଣା । କେବଳ ମାନବ ସମାଜ ନୁହେଁ କୀଟ ଠାରୁ ପଶୁ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଉଛି ଏହି ଜଳ କଷ୍ଟ । ଆଖିରେ ଦେଖିଲେ ହିଁ ବିଶ୍ବାସ କରିହେବ ଏହି ଯନ୍ତ୍ରଣା । ଦେଖନ୍ତୁ କିପରି ଗୋଟିଏ ଗୁଣ୍ଡୁଚି ମୂଷା ଜଳ କଷ୍ଟ ପାଇଁ ମଣିଷ ପାଖରେ ହିଁ ନେହୁରା ହେବାକୁ ବାଧ୍ୟ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.