ଜଳବନ୍ଦୀ ୧୫ରୁ ଉର୍ଦ୍ଧ୍ୱ ଗାଁ, ବନ୍ୟାଞ୍ଚଳ ପରିଦର୍ଶନ କଲେ ଯାଜପୁର ବିଧାୟକ

By

Published : Aug 16, 2022, 4:59 PM IST

thumbnail

ଯାଜପୁର: ବୈତରଣୀର ଶାଖା ନଦୀ କାଣୀରେ ଗତକାଲି ସୃଷ୍ଟି ହୋଇଛି ୭୦ ଫୁଟର ଘାଇ । ଫଳରେ ଦଶରଥପୁର ବ୍ଲକ କସପା ଓ ଦୁଦୁରାଅନ୍ତା ସମେତ ୧୦ ଟି ପଞ୍ଚାୟତର ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଛି । ତେବେ ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ । ତେବେ ବନ୍ୟା ଅଞ୍ଚଚଳରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି । ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.