ଜମି ହଡପ ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଆଦିବାସୀଙ୍କ ଧାରଣା

By

Published : Jun 6, 2022, 2:00 PM IST

thumbnail

ଖୋର୍ଦ୍ଧା: ଜିଲ୍ଲାର ମକୁନ୍ଦପ୍ରସାଦ ସ୍ଥିତ ଚାଚେରା ଶବର ସାହିର ବାସିନ୍ଦାଙ୍କ ନାମରେ ଥିବା ପ୍ରାୟ ୫ ଏକର ଜମିକୁ ଚଞ୍ଚକତା କରି ଇଡକୋ ନେଇଯାଇଥିବା ହୋଇଛି ଅଭିଯୋଗ । ଏହାର ପ୍ରତିବାଦରେ ଆଜି (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ଆଦିବାସୀ । ନିଜ ବାପା ଅଜା ଅମଳ ଜମିକୁ ସ୍ଥାନୀୟ ତହସିଲଦାର ଓ ପୋଲିସ ମିଶି ସେଠାରୁ ତାଙ୍କୁ ବିତାଡିତ କରିଥିବା ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ଜାଗାକୁ ଫେରାଇଦେବା ଦାବିରେ ଆଦିବାସୀ ମାନେ ଧାରଣାରେ ବସିଥିବା ଜଣାପଡିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.