Watch Video: ଟ୍ରାଫିକ ପୋଲିସକୁ ଯୁବତୀ ଓ ଯୁବକଙ୍କ ନିର୍ଦ୍ଧୁମ ମାଡ

By

Published : Jun 8, 2022, 10:57 PM IST

thumbnail

ନୂଆଦିଲ୍ଲୀ: ଟ୍ରାଫିକ ନିୟମ ଉଲଙ୍ଘନ କରି ରଙ୍ଗ୍‌ ରୁଟରେ ସ୍କୁଟିରେ ଆସିଲେ 3 ଜଣ । ଅଟକାଇଲା ଚ୍ରାଫିକ ପୋଲିସ । ଭତ୍ତେଜିତ ହୋଇ ପୁରୁଷ ବନ୍ଧୁଙ୍କ ସହ ମିଶି ଟ୍ରାଫିକ ଇନ୍ସପେକ୍ଟରଙ୍କୁ ନିର୍ଦ୍ଧୁମ ମାଡ ମାରିଲେ ଯୁବତୀ । ବେଶ କିଛି ସମୟ ଚାଲିଲା ଯୁବତୀଙ୍କ ଉନ୍ମତ୍ତ କାଣ୍ଡ । ମୋବାଇଲ କ୍ୟାମେରାରେ କଏଦ ହେଲା ଯୁବତୀଙ୍କ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଦବଙ୍ଗଗିରି । ଦିଲ୍ଲୀର ଦେଓଲି ମୋଡରେ ଆଜି ପୂର୍ବାହ୍ନରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ଦେଖନ୍ତୁ ସମ୍ପୂର୍ଣ୍ଣ ଦୃଶ୍ୟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.