ବ୍ରହ୍ମପୁର ଦୁର୍ଗାପୂଜା: ସାନବଜାର ପୂଜା ମଣ୍ଡପରେ ଜମୁଛି ଭକ୍ତଙ୍କ ଗହଳି

By

Published : Oct 4, 2022, 4:13 PM IST

thumbnail

ବ୍ରହ୍ମପୁର: ପାର୍ବଣର ଆଗମନରେ ଧରାପୃଷ୍ଠକୁ ଓହ୍ଳାଇ ଆସିଛନ୍ତି ଜଗତ ଜନନୀ । ଏଥିପାଇଁ ପୂରପଲ୍ଲୀ ଉତ୍ସବ ମୁଖର । ଜଗତଜନନୀଙ୍କ ଆଗମନକୁ ନେଇ ଚଳ ଚଞ୍ଚଳ ବ୍ରହ୍ମପୁର ସହର । ଏହି ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ରହିଥିବା ପୂଜା କମିଟି ପକ୍ଷରୁ ଚାଲିଛି ଦୁର୍ଗତି ନାଶିନୀଙ୍କ ପୂଜାର୍ଚ୍ଚନା । ଏନେଇ ଆକର୍ଷଣୀୟ ମେଢସାଙ୍ଗକୁ ଚିତାକର୍ଷକ ଆଲୋକମାଳାରେ ଝଲସୁଛି ସାରା ସହର । ସହରର ବିଭିନ୍ନ ମଣ୍ଡପରେ ଜାକଜମକରେ ମହିଷାମର୍ଦ୍ଦିନୀଙ୍କ ପୂଜାର୍ଚ୍ଚନା ଚାଲିଛି । ଏହି ଅବସରରେ ବ୍ରହ୍ମପୁର ସହରର ସାନବଜାର ପୂଜାମଣ୍ଡପରେ କିପରି ଚାଲିଛି ମାଆଙ୍କ ପୂଜାର୍ଚ୍ଚନା ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.