କେମିତି ଥିଲା ମାଟ୍ରିକର ପ୍ରଥମ ପରୀକ୍ଷା ? ଶୁଣନ୍ତୁ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା

By

Published : Feb 19, 2020, 5:19 PM IST

thumbnail

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହୋଇଛି ଚଳିତ ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ମାତୃଭାଷା ପରୀକ୍ଷା ଦେଇ ବିଦ୍ୟାର୍ଥୀମାନେ ବେଶ ଖୁସି ଥିବାବେଳେ, ପରୀକ୍ଷାକୁ ସ୍ବଚାରୁରୂପେ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେହିପରି ସହରର କେତେକ ସେଣ୍ଟରରେ କପି ରୋକିବାକୁ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଥିଲା । କେମିତି ଥିଲା ମାତୃଭାଷା, ଆସନ୍ତୁ ତାଙ୍କ ଠାରୁ ଶୁଣିବା....

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.