ଧର୍ମମାସରେ ଆକାଶ ଛୁଆଁ ପରିବା ଦର

By

Published : Oct 23, 2019, 10:03 PM IST

thumbnail

କଟକ: ଆକାଶ ଛୁଆଁ ପରିବା ଦର । ପ୍ରତ୍ୟେକ ପରିବାର ଦର 50 ଟପିଲାଣି । ଯାହାକୁ ନେଇ ଚିନ୍ତାରେ ଖାଉଟି । କାର୍ତ୍ତିକ ମାସରେ ପରିବା ଦର ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି । ଅଧିକାଂଶ ପରିବା କିଲୋ ପିଛା ୫୦ଟଙ୍କାରୁ ଊର୍ଦ୍ଧ୍ବ ରହିଛି । ଛତ୍ରବଜାର ମାର୍କେଟରେ ପରିବା ଦର ବୃଦ୍ଧି ଫଳରେ ଖାଉଟିଙ୍କ ଭିଡ଼ କମୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.