ତିର୍ତ୍ତୋଲ ଉପନିର୍ବାଚନ: ମତଦାନ ସାବ୍ୟସ୍ତ କରିବାକୁ ବୁଥ ଆଗରେ ଲମ୍ବା ଲାଇନ

By

Published : Nov 3, 2020, 9:01 AM IST

thumbnail

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ରଘୁନାଥପୁର ବ୍ଲକ ତରିକୁଣ୍ଡୁ ବୁଥ ନଂ 177 ରେ ମତଦାନ ଆରମ୍ଭ ହୋଇଯାଇଛି । 9ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ । ଭୋଟରମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ଅବଲମ୍ବନ କରି ନିଜର ଅଧିକାର ସାବ୍ୟସ୍ତ କରିବାକୁ ମତଦାନ କେନ୍ଦ୍ରରେ ସକାଳୁ ପହଞ୍ଚିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.