ବ୍ରହ୍ମପୁରରେ ନାଇଟ କର୍ଫ୍ୟୁ, ଯାଞ୍ଚ କଡ଼ାକଡ଼ି

By

Published : Apr 18, 2021, 7:59 AM IST

thumbnail

ବ୍ରହ୍ମପୁର:ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାରା ରାଜ୍ୟ ସମେତ ଗଞ୍ଜାମ ଜିଲ୍ଲାରେ ମଧ୍ୟ କର୍ଫ୍ୟୁକୁ ଲାଗୁ କରାଯାଇଛି । ତେବେ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ରାତି 9ଟାରୁ ଭୋର 5ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ନିୟମକୁ ପାଳନ କରିବା ପାଇଁ କମିଶନର ଜିଲ୍ଲାବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜିଲ୍ଲାରେ କିପରି ଚାଲିଛି ନାଇଟ କର୍ଫ୍ୟୁ ବ୍ୟବସ୍ଥା ସେ ସମ୍ପର୍କରେ ପ୍ରଶାସନ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.