ଶାବର ଶ୍ରୀକ୍ଷେତ୍ରରେ ବୋଇତ ବନ୍ଦାଣ ଉତ୍ସବ

By

Published : Nov 8, 2022, 12:19 PM IST

Updated : Feb 3, 2023, 8:31 PM IST

thumbnail
ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି କାର୍ତ୍ତିକ ପୂର୍ଣ୍ଣିମା । ଜିଲ୍ଲାର ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁମାନେ ପୂଜାପାଠ କରି ଡଙ୍ଗା ଭସାଇଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜି ଚନ୍ଦ୍ରଗ୍ରହଣ ଥିବାରୁ ଭକ୍ତମାନେ ପାହାନ୍ତାରୁ ମନ୍ଦିର ଦର୍ଶନ କରିଛନ୍ତି । ଦୀର୍ଘ ଦୁଇ ବର୍ଷ କଟକଣା ପରେ ସାମୂହିକ ଡଙ୍ଗା ଭସାଇଥିବାରୁ ସଭିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଇଟିଭି ଭାରତ, କୋରାପୁଟ
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.