ଆଉ ଇଞ୍ଚେ ଜମି ଛାଡିବୁ ନାହିଁ: ବିଧାୟକ ସୁର ରାଉତରାୟ

By

Published : Nov 27, 2022, 7:50 AM IST

Updated : Feb 3, 2023, 8:33 PM IST

thumbnail

ଭୁବନେଶ୍ବର: ପୁରା ଜଟଣୀ ନିର୍ବାଚନ ମଣ୍ଡଳୀର 90 ଭାଗ ଜମି ଓଣ ଓଡିଆଙ୍କୁ ବିକ୍ରି କରିଦେଲେଣି ରାଜ୍ୟ ସରକାର । ଆଉ ଇଞ୍ଚେ ଜମି କାହାକୁ ଦେଲେ ସ୍ଥିତି ଭୟଙ୍କର ହେବ । ଆନ୍ଦୋଳନ ଯୋରଦାର ହେବ । ଆମ ଖେଳ ପଡିଆ, ମେଲଣ ପଡିଆ ନେଇଗଲେଣି । ଆଉ ଛାଡିବୁ ନାହିଁ । ଆମର ଆନ୍ଦୋଳନ ଷ୍ଟାର୍ଟ ହୋଇଗଲାଣି । ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛୁ । ଯଦି ଆଉ ଜମି ବିକ୍ରି ହୁଏ ଆମ ଛାଡିବୁ ନାହିଁ । ଆଜି ବିଧାନସଭାରେ ଏହା କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.