Watch: ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଅନ୍ୟ ମନ୍ତ୍ରୀ ଉତ୍ତର ଦେଇପାରିବେ: ପଞ୍ଚାୟତରାଜ ମନ୍ତ୍ରୀ

By

Published : Nov 26, 2022, 10:36 PM IST

Updated : Feb 3, 2023, 8:33 PM IST

thumbnail

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ଥିବା ଅର୍ଦ୍ଧାଧିକ ମନ୍ତ୍ରୀ ଏବେ ବିଧାନସଭାରେ ଅନୁପସ୍ଥିତ । ଯାହକୁ ନେଇ ପ୍ରଶ୍ନ ଉତ୍ତର ବେଳେ ଜଣେ ଜଣେ ମନ୍ତ୍ରୀ ଏକାଧିକ ବିଭାଗର ଉତ୍ତର ରଖୁଛନ୍ତି । ଯାହାକୁ ନେଇ ଦୁଇ ଦିନ ଧରି ଗୃହ ଭିତରେ ବାହାରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ । ଏନେଇ ଆଜି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ବିରୋଧୀଙ୍କୁ ଜବାବ ଦେଇଛନ୍ତି ।

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.