ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ତୁର୍କୀ ଓ ଗ୍ରୀସ, ବ୍ୟାପକ କ୍ଷୟକ୍ଷତି

By

Published : Oct 30, 2020, 8:46 PM IST

thumbnail

ଅଙ୍କାରା: ତୁର୍କୀ ଓ ଗ୍ରୀସରେ ବଡ ଧରଣର ଭୂମିକମ୍ପ ନେଇ ଖବର ସାମ୍ନାକୁ ଆସିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ରହିଛି 7.0 । ୟୁଏସ ଜିୟୋଲୋଜିକାଲ ସର୍ଭେ ଅନୁଯାୟୀ ପଶ୍ଚିମ ଇଜମିର ରାଜ୍ୟର ସମୁଦ୍ର ଉପକୂଳରୁ ପ୍ରାୟ 17 କିଲୋମିଟର ଦୂରରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁଁ ତୁର୍କୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଚିତ୍ର ସାମ୍ନାକୁ ଆସିଛି । ଭୂମିକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ଏହା ପ୍ରଭାବରେ ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.