ଜାଲରେ ପଡିଲା କୋଟିଏ ଟଙ୍କାର ତେଲିଆ ଭୋଳା ମାଛ

By

Published : Oct 27, 2021, 3:15 PM IST

thumbnail

କୋଲକାତା: ଜାଲରେ ପଡିଲା ୩୩ଟି ତେଲିଆ ଭେଳା ମାଛ । ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଦିଘା ଇଷ୍ଟ୍ୟୁରିରେ ଲୁଣିଆ ପାଣି ମାଛ ପାଇଁ ପୂର୍ବ ଭାରତର ସବୁଠାରୁ ବଡ ବଜାର ରହିଛି। ସେଠାରେ ଥିବା ମତ୍ସ୍ୟଜୀବୀମାନେ 33 ତେଲିଆ ଭୋଳା ମାଛ ଧରିଛନ୍ତି । ପ୍ରତ୍ୟେକ ମାଛର ଓଜନ 33 ରୁ 35 କିଲୋଗ୍ରାମ ମଧ୍ୟରେ ଥିଲା । ଯାହାର ମୂଲ୍ଯ ପାଖାପାଖି ୧ କୋଟି ହେବ । କ୍ୟାପସୁଲ କଭର ତିଆରିରେ ଏହି ମାଛ ଶରୀର ଅଂଶ ବ୍ୟବହାର କରାଯାଏ । ଅନ୍ୟ ମାଛଙ୍କ ଭିତରେ ଏହି ମାଛ ବହୁତ ମହଙ୍ଗା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.