କେନ୍ଦ୍ରାପଡାରେ ପ୍ରଭାବ ଦେଖାଇଲାଣି ୟାସ; ସ୍ଥିତି ପରଖିଲା ଇଟିଭି ଭାରତ ଟିମ

By

Published : May 24, 2021, 1:29 PM IST

thumbnail

କେନ୍ଦ୍ରାପଡା:ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇ ସାରିଛି ୟାସ । ଏ ନେଇ ଧିରେ ଧିରେ ଅଶାନ୍ତ ହେଉଛି ସମୁଦ୍ର । ବାତ୍ୟା ପ୍ରଭାବରେ ପ୍ରଭାବିତ ହେବାକୁ ଥିବ କେନ୍ଦ୍ରାପଡାରେ ବର୍ଷା ଆରମ୍ଭ ହୋଇଛି । ଧୀରେ ଧୀରେ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ସମୁଦ୍ରରେ ଉଚ୍ଚ ଜୁଆର କୂଳ ଛୁଇଁଥିବା ବେଳେ ମନରେ ଭୟ ଉଙ୍କି ମାରିଲାଣି । ସେପଟେ ପେଣ୍ଠ ସମୁଦ୍ର କୂଳରେ ରହୁଥିବା ଲୋକମାନେ ଭୟଭିତ ହେବାରେ ହେବାକୁ ଲାଗିଲେଣି । ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିବା ପାଇଁ ଲୋକମାନଙ୍କୁ ସୂଚନା ଦିଆଯାଉଥିବା ବେଳେ ସେଠାରେ କଣ ରହିଛି ତାଜା ସ୍ଥିତି ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡ଼ା ପ୍ରତିନିଧି ରାଧାକାନ୍ତ ମହାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.