Panchayat Poll: ଶେଷ ଦିନ ପ୍ରଚାରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଜେଡି ନେତା

By

Published : Feb 14, 2022, 5:14 PM IST

Updated : Feb 3, 2023, 8:12 PM IST

thumbnail

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ମତଦାନ ପାଇଁ ଆଜି(ସୋମବାର) ସଂନ୍ଧ୍ଯାରେ ପ୍ରଚାର ଶେଷ ହେବ । ଏନେଇ ହାତରେ ସମୟ କମ ଥିବାରୁ ଦଳୀୟ ସମର୍ଥକଙ୍କୁ ନେଇ ପ୍ରାର୍ଥୀ କରୁଛନ୍ତି ଜୋରଦାର ପ୍ରଚାର । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଳକର ୮ ନମ୍ବର ଜୋନରେ ବିଜେଡି ପ୍ରାର୍ଥନୀ ଶିବାନୀ ସେଠୀଙ୍କ ପାଇଁ ଦଳର ବରିଷ୍ଠ ନେତା ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାର କରୁଛନ୍ତି । କିଭଳି ରହିଛି ଶେଷ ଦିନର ପ୍ରଚାର ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।

Last Updated : Feb 3, 2023, 8:12 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.