Parliament Winter Session: କ୍ଲିନ ଏନର୍ଜି ସେସରୁ ରାଜ୍ୟକୁ ଭାଗ ମିଳୁ କହିଲେ ଅଚ୍ୟୁତ ସାମନ୍ତ

By

Published : Dec 14, 2021, 4:30 PM IST

thumbnail
ନୂଆଦିଲ୍ଲୀ: ଗ୍ରୀନ ଏନର୍ଜି ସେସ ସଂଗ୍ରହରେ ରାଜ୍ୟର ଭାଗ ବଢାଇବାକୁ ଲୋକସଭାରେ ଦାବି କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ଅଚ୍ୟୁତ କହିଛନ୍ତି ୨୦୨୧ ଆର୍ଥିକ ବର୍ଷରେ ଦେଶର ମୋଟ କୋଇଲା ଉତ୍ପାଦନରେ ଓଡିଶାର ଭାଗ ହେଉଛି ୨୫ ପ୍ରତିଶତ । କେନ୍ଦ୍ର ସରକାର ପ୍ରତି କ୍ବିଣ୍ଟାଲରୁ ୪୦୦ ଟଙ୍କା କ୍ଲିନ ଏନାର୍ଜୀ ସେସ ବାବଦରେ ସଂଗ୍ରହ କରୁଛନ୍ତି । ଯାହାର ପରିମାଣ ୫୦ ହଜାର କୋଟିରୁ ଅଧିକ । ତେଣୁ ରାଜ୍ୟକୁ ଅତିକମରେ ୬୦ ପ୍ରତିଶତ ତଥା ୩୦ ହଜାର କୋଟି ଅର୍ଥ ଦେବାକୁ ଦାବି କରିଛନ୍ତି ।

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.