କମଲା ହରିସ ମାମୁଁଙ୍କ ଅନୁମାନ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଡେନଙ୍କ 90% ବିଜୟ ଆଶା

By

Published : Nov 3, 2020, 11:01 PM IST

thumbnail

ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ମାମୁଁ ଡଃ. ବାଲାଚନ୍ଦ୍ରନଙ୍କ ସହ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ଆଲୋଚନା । ଭୁଲ୍ ହୋଇଥିବା 2016 ନିର୍ବାଚନ ସର୍ବେକ୍ଷଣ ବିଷୟରେ ପଚରାଯିବାରୁ ସେ ଯୁକ୍ତି କରିଛନ୍ତି ଯେ ‘2016 ବିଭିନ୍ନ କାରଣରୁ ଏକ ଅବରୋଧ’ ଥିଲା । ଡଃ. ବାଲାଚନ୍ଦ୍ରନ ଜଣେ ପୂର୍ବତନ ସାମ୍ବାଦିକ, ଶିକ୍ଷାବିତ ଭାବରେ ପରିଚିତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.