ମେଲାଣି ନେବେ ମାଆ, ସୁରକ୍ଷା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

By

Published : Oct 6, 2022, 8:53 AM IST

Updated : Feb 3, 2023, 8:29 PM IST

thumbnail

କଟକ: ମେଲାଣି ନେବେ ଜଗତଜନନୀ । ସକାଳ ୭ ଟାରୁ ଆରମ୍ଭ ହୋଇଛି ଭସାଣୀ ଶୋଭାଯାତ୍ରା । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରାୟ ୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରାଯିବ । ତେବେ ଏହି ସମୟରେ ଯେପରି କୌଣସି ଅଘଟଣ ନ ଘଟେ ତାହା ଉପରେ ସ୍ବତନ୍ତ୍ର ନଜର ରଖିଛି ପୋଲିସ । ସେହିପରି ପକେଟମାରଙ୍କ ଉପରେ ନଜର ରହିବା ପାଇଁ ସାଧା ପୋଷାକରେ ପୋଲିସ ଜଗିବେ ବୋଲି କଟକ ଡିସିପି କହିଛନ୍ତି । ଇଟିଭି ଭାରତ,କଟକ

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.