ETV Bharat / state

ରାଜସ୍ଥାନ କୋଟାରୁ ରାୟଗଡା ଫେରିଲେ ୯ ଓଡିଆ ଛାତ୍ରଛାତ୍ରୀ

author img

By

Published : May 5, 2020, 8:08 PM IST

ରାଜସ୍ଥାନ କୋଟାରୁ ଫେରିଲେ ରାୟଗଡାର ୯ ଓଡିଆ ଛାତ୍ରଛାତ୍ରୀ । ମଙ୍ଗଳବାର ଏକ ସ୍ୱତନ୍ତ୍ର ମିନି ବସ ଯୋଗେ ଏହି ଛାତ୍ରଛାତ୍ରୀ ମାନେ ନିଜସ୍ୱ ଖର୍ଚ୍ଚରେ ଏଠାକୁ ଫେରିଛନ୍ତି ।

9 odia students returned to Rayagada from Rajasthan Kota
ରାଜସ୍ଥାନ କୋଟାରୁ ରାୟଗଡା ଫେରିଲେ ୯ ଓଡିଆ ଛାତ୍ରଛାତ୍ରୀ

ରାୟଗଡା: ରାଜସ୍ଥାନ କୋଟାରୁ ଫେରିଲେ ରାୟଗଡାର ୯ ଓଡିଆ ଛାତ୍ରଛାତ୍ରୀ । ମଙ୍ଗଳବାର ଏକ ସ୍ୱତନ୍ତ୍ର ମିନି ବସ ଯୋଗେ ଏହି ଛାତ୍ରଛାତ୍ରୀ ମାନେ ନିଜସ୍ୱ ଖର୍ଚ୍ଚରେ ଏଠାକୁ ଫେରିଛନ୍ତି ।

ରାଜସ୍ଥାନ କୋଟାରେ ଏହି ଛାତ୍ରଛାତ୍ରୀ ମାନେ ମେଡିକାଲ କୋଚିଂ ନେଉଥିବା ବେଳେ ଲକଡାଉନ ଯୋଗୁଁ ଘରକୁ ଫେରି ପାରିନଥିଲେ । ରାୟଗଡା ଜିଲ୍ଲା ପ୍ରଶାସନର ଅନୁମତି ପରେ ମଙ୍ଗଳବାର ଏଠାରେ ପହଞ୍ଚିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଜିସିଡି ହାଇସ୍କୁଲରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ଏହାପରେ ସେମାନଙ୍କୁ ନିଜ ନିଜ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ । ତେବେ ଛାତ୍ରଛାତ୍ରୀ ମାନେ ହୋମ କ୍ୱାରେଣ୍ଟାଇନରେ ରହିବେ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.