ETV Bharat / state

ଶ୍ରୀମନ୍ଦିରରେ ଅଘଟଣ, ବ୍ୟାରିକେଡ ଭିତରେ ଫସିଲା ଶିଶୁର ମୁଣ୍ଡ

author img

By

Published : Dec 26, 2022, 10:36 PM IST

ବ୍ୟାରିକେଡ ଭିତରେ ଫସିଲା ୭ ବର୍ଷୀୟ ଶିଶୁର ମୁଣ୍ଡ । ପ୍ରାୟ ଅଧଘଣ୍ଟା ପରିଶ୍ରମ ପରେ ଶିଶୁକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଅଧିକ ପଢନ୍ତୁ

puri shree mandira
puri shree mandira

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଘଟଣ । ପୁଣି ବ୍ୟାରିକେଡ ଭିତରେ ଫସିଲା ୭ ବର୍ଷୀୟ ଶିଶୁର ମୁଣ୍ଡ। ସ୍ନାନବେଦୀ ସମ୍ମୁଖରେ ଥିବା ବ୍ୟାରିକେଡ୍ ଭିତରେ ଫସିଲା ମୁଣ୍ଡ। ଶିଶୁଟି ଖେଳୁଥିବା ସମୟରେ ପଶିଯାଇଥିଲା ମୁଣ୍ଡ। ପରିବାର ଲୋକେ ଅନେକ ଚେଷ୍ଟା ପରେ ନ ବାହାରିବାରୁ ସୁରକ୍ଷାକର୍ମୀଙ୍କୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ କର୍ମଚାରୀ ଓ ଅନ୍ୟାନ୍ୟ କାର୍ଯ୍ୟରତ ଶ୍ରମିକଙ୍କ ଦ୍ବାରା କଟର୍ ମେସିନ୍ ସହାୟତରେ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ପ୍ରାୟ ଅଧଘଣ୍ଟା ପରିଶ୍ରମ ପରେ ଶିଶୁକୁ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ । ତେବେ ଶିଶୁଟି ପରିବାର ଲୋକଙ୍କ ସହିତ କୋରାପୁଟ ଜିଲ୍ଲା ଜୟପୁରରୁ ପୁରୀ ବୁଲିବାକୁ ଆସିଥିବା ଜଣାପଡିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.