ETV Bharat / state

ମହାଆଡମ୍ବରରେ ପାଳିତ ହେଉଛି ଗଜଲଷ୍ମୀ ପୂଜା

author img

By

Published : Oct 14, 2019, 12:25 AM IST

ନବରରଙ୍ଗପୁର ସହରରେ ଧୁମଧାମ୍‌ରେ ପାଳନ କରାଯାଇଛି ମା' ଗଜଲଷ୍ମୀ ପୂଜା । ଏହି ପୂଜା ନଅ ଦିନ ଧରି ଚାଲିବ ।

ମହାଆଡମ୍ବରରେ ପାଳିତ ହେଉଛି ଗଜଲଷ୍ମୀ ପୂଜା

ନବରରଙ୍ଗପୁର: ସହର ମଧ୍ୟରେ ଥିବା ତେଲିସାହିରେ ଧୁମଧାମ୍‌ରେ ପାଳନ କରାଯାଇଛି ମା' ଗଜଲଷ୍ମୀ ପୂଜା । ଏହି ପୂଜା ନଅ ଦିନ ଧରି ଚାଲିବ । ଏହି ନଅ ଦିନ ବିଭିନ୍ନ ରୂପରେ ପୂଜା ପାଇବେ ମା' ଗଜଲଷ୍ମୀ ।

ଏହାକୁ ନେଇ ସୁସଜ୍ଜିତ ହୋଇଛି ବିଭିନ୍ନ ଗଜଲଷ୍ମୀ ମଣ୍ଡପ । ଆଶ୍ବୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ମାଆ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହୋଇଥାଏ । ଏହି ପୂଜାରେ 1008 ପଦ୍ମ ଫୁଲ ଓ କୁଙ୍କୁମ ଅର୍ଚ୍ଚନାରେ ନଅ ଦିନ ପୂଜାର୍ଚ୍ଚନା ଚାଲିଥାଏ ।

ମହାଆଡମ୍ବରରେ ପାଳିତ ହେଉଛି ଗଜଲଷ୍ମୀ ପୂଜା


ଏନେଇ ଗ୍ରାମର ମହିଳାମାନେ ଏକତ୍ରିତ ହେଇ କଳସୀ ଯାତ୍ରାରେ ବାହାରି ସ୍ଥାନୟୀ ନୂଆବନ୍ଧ ସାହି ପୋଖରୀ ଜଳ ଆଣିଥିଲେ । ସେଭଳି ସହରରେ ମା' ଗଜଲଷ୍ମୀ ପୂଜାର ତିନିଟି ମେଡ଼ ଦେଖିବାକୁ ମିଳିଛି । ନବରରଙ୍ଗପୁର ସହର ଥିବା ତେଲି ସାହି, ଇଚ୍ଛାବତୀ ଗୁଡା, ଗାନ୍ଧିନଗର ଓ କୃଷିବଜାରରେ ଧୁମଧାମରେ ଚାଳିଛି ପୂଜାର୍ଚ୍ଚନା ଚାଳିଛି ।


ନବରରଙ୍ଗପୁରର ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ ଓ ତାଙ୍କ ପତ୍ନୀ ଏହି ପୁଜାର୍ଚ୍ଚନା କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-- ମହା ଆଡ଼ମ୍ବରରେ ପାଳନ କରାଯାଇଛି ମା ଗଜଲଷ୍ମୀ ପୂଜା
ଫର୍ମାଟ - ଏଭିଓ ୧୩/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------------

ଆଙ୍କର-ନବରରଙ୍ଗପୁର ସହର ମଧ୍ୟରେ ଥିବା ତେଲିସାହିରେ ଧୁମ ଧାମ ରେ ପାଳନ କରାଯାଇଛି ମାଆ ଗଜଲଷ୍ମୀ ପୂଜା । ମାଆ ଗଜଲଷ୍ମୀ ପୂଜା ନଅ ଦିନ ଧରି ଚାଲିବ ।ଏହି ନଅଦିନରେ ବିଭିନ୍ନ ରୂପରେ ପୂଜା ପାଇବେ ମାଆ ଗଜଲଷ୍ମୀ ।ସୁସୁଜିତରେ ଗଜଲଷ୍ମୀ ମଣ୍ଡପ କରାଯାଇଛି । ଆଶ୍ୱିନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଏହି ମାଆ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହୁଏ ।ଏହି ପୂଜାରେ ୧୦୦୮ ପଦ୍ମ ଫୁଲ ଓ କୁକୁଂମ ଅର୍ଚ୍ଚନା ନଅ ଦିନ ପୂଜା ଅର୍ଚ୍ଚନା ଚାଲିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଗ୍ରାମର ମହିଳାମାନେ ଏକତ୍ରିତ ହେଇ କଳସୀ ଯାତ୍ରାରେ ବାହାରି ସ୍ଥାନୟୀ ନୂଆବନ୍ଧ ସାହି ପୋଖରୀ ଜଳ ଆଣିଥିଲେ । ସେଭଳି ନବରରଙ୍ଗପୁର ସହରରେ ମାଆ ଗଜଲଷ୍ମୀ ପୂଜାର ତିନିଟି ମେଡ଼ ଦେଖିବାକୁ ମିଳିଛି । ନବରରଙ୍ଗପୁର ସହର ଥିବା ତେଲି ସାହି, ଇଚ୍ଛାବତୀ ଗୁଡା, ଗାନ୍ଧିନଗର ଓ କୃଷିବଜାର ,ରେ ଧୁମଧାମରେ ଚାଳିଛି ପୁଜା ଅଚ୍ଚନା ଚାଳିଛି । ନବରରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ ଓ ତାଙ୍କ ପତ୍ନୀ ପୁଜା ଅର୍ଚ୍ଚନା କରିଥିବା ଦେଖାଯାଇଥିଲା ।ମାନ୍ୟବର ବିଧାୟକ ଆସି ପୂଜା ଅର୍ଚ୍ଚନା କରିବାରୁ ତେଲିସାହି ମା ଗଜଲଷ୍ମୀ ପୁଜା କମିଟିର ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା ।ଏହି ପୁଜା କମିଟିର ସଭାପତି କୃଷ୍ଣଚନ୍ଦ୍ର ସାହୁ,ରବୀନ୍ଦ୍ରକାନ୍ତ ନାୟକ, କୁମୁଦ ନାୟକ, ମଧୁସୂଦନ ସାହୁ, ବୃନ୍ଦାବନ ସାହୁ ଓ ବିଭିନ୍ନ କର୍ମକର୍ତା ମାନେ ଯୋଗ ଦେଇଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.