ETV Bharat / state

ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ସମସ୍ତ ପର୍ଯ୍ୟାୟ ନିର୍ବାଚନ: ଧନ୍ୟବାଦ ଜଣାଇଲେ ଖୋର୍ଦ୍ଧା ଜିଲ୍ଲାପାଳ

author img

By

Published : Feb 24, 2022, 10:41 PM IST

ରାଜ୍ୟରେ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ।ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଥିବା ପୁଲିଂ କର୍ମଚାରୀ, ପୋଲିସ କର୍ମଚାରୀ ଓ ସାମ୍ବାଦିକ ମାନଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଏକ ଭିଡ଼ିଓ ବାର୍ତା ଜାରି କରି ଧନ୍ୟବାଦ ଦେଇଛନ୍ତି । ଅଧିକ ପଢନ୍ତୁ

ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ସମସ୍ତ ପର୍ଯ୍ୟାୟ ନିର୍ବାଚନ: ଧନ୍ୟବାଦ ଜଣାଇଲେ ଖୋର୍ଦ୍ଧା ଜିଲ୍ଲାପାଳ
ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ସମସ୍ତ ପର୍ଯ୍ୟାୟ ନିର୍ବାଚନ: ଧନ୍ୟବାଦ ଜଣାଇଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା : ରାଜ୍ୟରେ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ଗତ 16 ତାରିଖରୁ ପର୍ଯ୍ୟାୟ କ୍ରମେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 5ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି ।

ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ସମସ୍ତ ପର୍ଯ୍ୟାୟ ନିର୍ବାଚନ: ଧନ୍ୟବାଦ ଜଣାଇଲେ ଖୋର୍ଦ୍ଧା ଜିଲ୍ଲାପାଳ

ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଥିବା ପୁଲିଂ କର୍ମଚାରୀ, ପୋଲିସ କର୍ମଚାରୀ ଓ ସାମ୍ବାଦିକ ମାନଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଏକ ଭିଡ଼ିଓ ବାର୍ତା ଜାରି କରି ଧନ୍ୟବାଦ ଦେଇଛନ୍ତି । ତେବେ ଆସନ୍ତା ୨୬ , ୨୭ ଓ ୨୮ ତାରିଖରେ ନିର୍ବାଚନ ଗଣତି ହେବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.