ETV Bharat / state

Matric Result: ତୃତୀୟ ସ୍ଥାନରେ କେନ୍ଦ୍ରାପଡା ପାସ ହାର

author img

By

Published : Jul 6, 2022, 10:13 PM IST

Updated : Jul 6, 2022, 10:45 PM IST

ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ପାସ ହାରରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି କେନ୍ଦ୍ରାପଡ଼ା ଜିଲ୍ଲା । ଚଳିତବର୍ଷ ଜିଲ୍ଲାରେ ପାସହାର 93.81 ପ୍ରତିଶତ ରହିଛି । ଅଧିକ ପଢନ୍ତୁ

Matric Result : ତୃତୀୟ ସ୍ଥାନରେ କେନ୍ଦ୍ରାପଡା ପାସ ହାର
Matric Result : ତୃତୀୟ ସ୍ଥାନରେ କେନ୍ଦ୍ରାପଡା ପାସ ହାର

କେନ୍ଦ୍ରାପଡା: ଆଜି ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷା ଫଳ । ଚଳିତବର୍ଷ ମ୍ୟାଟ୍ରିକ ରେଗୁଲାର ପରୀକ୍ଷା ପାସ ହାରରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି କେନ୍ଦ୍ରାପଡ଼ା ଜିଲ୍ଲା । ଚଳିତବର୍ଷ ଜିଲ୍ଲାରେ ପାସହାର 93.81 ପ୍ରତିଶତ ରହିଛି ।

Matric Result : ତୃତୀୟ ସ୍ଥାନରେ କେନ୍ଦ୍ରାପଡା ପାସ ହାର
Matric Result : ତୃତୀୟ ସ୍ଥାନରେ କେନ୍ଦ୍ରାପଡା ପାସ ହାର

ଆଜି ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଫଳାଫଳରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ମୋଟ 9522 ଜଣ ଛାତ୍ର ଓ 9759 ଜଣ ଛାତ୍ରୀକୃତକାର୍ଯ୍ୟ ହୋଇଛନ୍ତି । ଏହା ସହିତ ଜିଲ୍ଲାରୁ ମୋଟ 253 ଜଣ A1 ଗ୍ରେଡ ପାଇଥିବା ବେଳେ 171 ଜଣ ଫେଲ ହୋଇଥିବା ସୂଚନା ମିଳିଛି । ତେବେ ଚଳିତବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସହାର ଅଧିକ ରହିଛି।


ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jul 6, 2022, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.