ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ, ଆଇନଶୃଙ୍ଖଳା ସ୍ଥିତି ପରଖିଲେ ଡିଜିପି

author img

By

Published : Oct 31, 2020, 5:17 PM IST

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ଅଧିକ ପଢନ୍ତୁ ...

ତିର୍ତ୍ତୋଲ ଉପନିର୍ବାଚନ , ଆଇନ ଶୃଙ୍ଖଳା ସ୍ଥିତି ପରଖିଲେ ଡିଜିପି
ତିର୍ତ୍ତୋଲ ଉପନିର୍ବାଚନ , ଆଇନ ଶୃଙ୍ଖଳା ସ୍ଥିତି ପରଖିଲେ ଡିଜିପି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଓ ଆଇନ ଶୃଙ୍ଖଳା ଏଡିଜି ଯଶୋବନ୍ତ ସିଂ ଜେଠୁଆ । ଜଗତସିଂହପୁର ଗସ୍ତରେ ଆସି ତିର୍ତ୍ତୋଲ ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ ସମୀକ୍ଷା ବୈଠକ କରିଛନ୍ତି ।

ତିର୍ତ୍ତୋଲ ଉପନିର୍ବାଚନ , ଆଇନ ଶୃଙ୍ଖଳା ସ୍ଥିତି ପରଖିଲେ ଡିଜିପି

ନିର୍ବାଚନ ସମୟରେ ଯେପରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବା ସେଥିପାଇଁ ଜଗତସିଂପୁର ଏସପିଙ୍କ କାର୍ଯ୍ୟାଳୟରେ ପୋଲିସ ପ୍ରଶାସନର ବିଭିନ୍ନ ପଦକ୍ଷପକୁ ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ସମସ୍ତ ଉଚିତ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ଉଭୟ ଡିଜି ଓ ଡିଆଇଜି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.